ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ୍ ପ୍ରତିଷ୍ଠାନର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

0
350

ପୁରୀ: କୃଷ୍ଣପ୍ରସାଦ ବ୍ଳକ ଶିଆଣ୍ଡି ପଞ୍ଚାୟତ ଗୋପାଳପୁରଠାରେ ନୂତନ ଭାବେ ନିର୍ମାଣ ହୋଇଛି ବିଜୁପଟ୍ଟନାୟକ ଶିଳ୍ପ ତାଲିମ ପ୍ରତିଷ୍ଠାନ । ଏହାକୁ ଆଜି ଉଦଘାଟନ କରାଯାଇଛି । କୃଷ୍ଣପ୍ରସାଦ ବ୍ଳକର ଚିଲିକା ପାର୍ଶ୍ୱରେ ଥିବା ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ବେଶ୍ ସହାୟକ ହେବ । ଏଭଳି ଲକ୍ଷ୍ୟ ନେଇ ଏହି ଶିକ୍ଷାନୁଷ୍ଠାନ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ଏଠାରେ ଶିକ୍ଷା ଗ୍ରହଣ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

Also Read  ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୌଦ୍ଧରେ ୮୪.୭୫ ମଦଦାନ : କେଉଁ ଜିଲ୍ଲାରେ କେତେ ଜାଣନ୍ତୁ ..?

LEAVE A REPLY

Please enter your comment!
Please enter your name here