ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା, ୧୦ ଜିଲ୍ଳାକୁ ସତର୍କ ସୂଚନା ଜାରି

0
1199
Odisha Weather: Deep Depression To Move Towards North Madhya Pradesh And Weaken
Odisha Weather: Deep Depression To Move Towards North Madhya Pradesh And Weaken

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟାରେ ୧୦ ଜିଲ୍ଲା​‌ରେ ବର୍ଷା ସମ୍ଭାବନା। ଏହି ଜିଲ୍ଲା ଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଜିଲ୍ଳରେ ସତର୍କ ସୂଚନା ଜାରି ହୋଇଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Also Read  ବିଜେପି : ବଦଳିବନି ଗୋଆ, ମଣିପୁରର ମୁଖ୍ୟମନ୍ତ୍ରୀ ପଦ