ଇଣ୍ଟରନେଟରେ ନିଆଁ ଲଗାଇଲେ ନୁସରତ୍

0
1357

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ନୁସରତ୍ ଭରୁଚା ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍ କରିବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ । ସେ ତାଙ୍କ ଫଟୋସୁଟ ସହିତ ଫ୍ୟାନ୍ସଙ୍କୁ ନିଜର ଦିୱାନା କରନ୍ତି। ବର୍ତ୍ତମାନ ସେ ଏପରି ଏକ ଡ୍ରେସରେ ଫଟୋସୁଟ୍ କରିଛନ୍ତି, ଯାହା ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହେଉଛି।

ନୁସରତଙ୍କ ଏକ ଝଲକ ପାଇବା ପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଥାନ୍ତି। ସେ ପ୍ରତ୍ୟେକ ଲୁକରେ ଖୁବ୍ ସୁନ୍ଦର ଦେଖାଯାଆନ୍ତି। ବର୍ତ୍ତମାନ ସେ ତାଙ୍କର ନୂଆ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ବହୁତ ହଟ୍ ଦେଖାଯାଉଛନ୍ତି। ଅଭିନେତ୍ରୀଙ୍କ ଅନ୍ଦାଜ ଦେଖି ଫ୍ୟାନ୍ସ ତାଙ୍କର ଦିୱାନା ହୋଇଯାଇଛନ୍ତି।

ଫଟୋରେ, ନୁସରତ ହାଇ ସ୍ଲିଟ୍ ଡ୍ରେସରେ ନଜର ଆସିଛନ୍ତି। ଯାହାର ଉପର ଅଂଶ ଟ୍ରାନ୍ସପରେଣ୍ଟ। ନିଜର ଲୁକକୁ କମ୍ପ୍ଲିଟ୍ କରିବା ପାଇଁ ନୁସରତ ନ୍ୟୁଡ ମେକଅପ୍ କରିଛନ୍ତି। ଖୋଲା କେଶ, ହେୟାର ଷ୍ଟାଇଲ ଏବଂ କାନରେ ହ୍ୟାଙ୍ଗିଗ୍ ଇୟରରିଙ୍ଗ୍ସ ତାଙ୍କ ଲୁକରେ ଚାରଚାନ୍ଦ ଲଗାଇଛି। ନୁସରତ ତାଙ୍କ ହଟ ଏବଂ ବୋଲ୍ଡ ଲୁକ୍ ସହିତ ପ୍ରଶଂସକଙ୍କୁ ଦିୱାନା କରିଦେଇଛନ୍ତି ।

Also Read  ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ୫ ଘଣ୍ଟା ଚାଲିବ