ତପସ୍ୱିନୀ ଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ ସ୍ୱାମୀ ସୁମିତ

0
656
HC Asks Sumit To Pay Rs.10,000 Per Month To Wife Tapaswini
HC Asks Sumit To Pay Rs.10,000 Per Month To Wife Tapaswini

ଫେବୃଆରୀ ୨୨
ତପସ୍ୱିନୀଙ୍କୁ ଭରଣପୋଷଣ ନିମନ୍ତେ ମାସିକ ୧୭ ହଜାର ବଦଳରେ ୧୦ ହଜାର ତାଙ୍କ ଦେବେ ସୁମିତ I ଏ ସଂକ୍ରାନ୍ତ ରେ ହାଇକୋର୍ଟ ତପସ୍ୱିନୀ ଙ୍କ ସ୍ୱାମୀ ଡାକ୍ତର ସୁମିତ ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I

ତପସ୍ୱିନୀଙ୍କ ରହଣି ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯାଉଥିବାରୁ, ପାରିତୋଷିକ ହ୍ରାସ କରିବା ପାଇଁ ହାଇକୋର୍ଟ ରେ ଅପିଲ କରିଥିଲେ ସୁମିତ ଙ୍କ ପରିବାର I

ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହେଲେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ରହିବେ ବୋଲି କୋର୍ଟ କହିଛନ୍ତି I

ଆଗରୁ, ତପସ୍ୱିନୀ ଙ୍କ ଭରଣପୋଷଣ ପାଇଁ ମାସକୁ ୧୭ ହଜାର ଦେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର କୋର୍ଟ।

 

 

 

Also Read  ବିଧାନସଭାରେ ହାଇଡ୍ରାମା : ବିଜେଡି ଜଗନ୍ନାଥଙ୍କ ସ୍ନାନ ଜଳ ଛିଞ୍ଚିଲା