ଦେଶରେ କମିଚାଲିଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା: ୨୪ ଘଂଟାରେ ୧୩,୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

0
683
ଦେଶରେ କମିଚାଲିଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା: ୨୪ ଘଂଟାରେ ୧୩,୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ
ଦେଶରେ କମିଚାଲିଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା: ୨୪ ଘଂଟାରେ ୧୩,୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଫେବୃଆରୀ ୨୨

ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା କମିବାରେ ଲାଗିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୧୩,୪୦୫ ଆକ୍ରାନ୍ତ I

୨୪ ଘଂଟାରେ ୩୪,୨୨୬ ଜଣ ସୁସ୍ଥ ହେଇଛନ୍ତି ଏବଂ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୪,୨୧, ୫୮, ୫୧୦ କୁ ବୃଦ୍ଧିପାଇଛି I ସେହିପରି, ସୁସ୍ଥତା ହାର ମଧ୍ୟ ୯୮.୩୮ ରେ ପହଂଚିଛି I

ଚିକିତ୍ସା ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତି ରେ କରିବାରେ ଲାଗିଛି I ୧,୮୧,୦୭୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି I ଯାହା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ର ଶତକଡା 0 . ୪୨ ଭାଗ I

୨୪ ଘଂଟାରେ ୨୩୫ ଜଣଙ୍କର ମୃତ୍ୟୁ ହେଇଛି ଏବଂ ଏଥି ସହିତ, ମୋଟ ମୃତ୍ୟୁ ସଂଖ୍ୟା ୫,୧୨,୩୪୪ କୁ ବୃଦ୍ଧି ପାଇଛି I
ଗୋଟିଏ ଦିନରେ ୧୦,୮୪,୧୪୭ ଟି ସ୍ୱାବ ପରୀକ୍ଷା କରାଯାଇଛି I ଦୈନିକ ପଜିଟିଭିଟି ହାର ୧,୨୪ ରେ ପହଂଚିଛି I

Also Read  India reports over 45 K new Covid Cases; 460 deaths in a day