ମାନସ ସ୍ୱାଇଁ ହତ୍ୟା ମାମଲା : କ୍ରାଇମ ସ୍ପଟରେ ଶର୍ମିଷ୍ଠା, ଚାଲିଛି ସିନ୍ ରିକ୍ରିଏସନ

0
230
crimebrach-team-in-manas-swains-house in-ranpur

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚା । ଚାନ୍ଦବାଲି କ୍ରାଇମ ସ୍ପଟରେ ଶର୍ମିଷ୍ଠାଙ୍କୁ ନେଇ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ପଳାସପୁରରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଅଛନ୍ତି ଶର୍ମିଷ୍ଠା ।

ଶର୍ମିଷ୍ଠା ପହଁଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ସୃଷ୍ଟି ହୋଇଛିା ଫଳରେ କ୍ରାଇବାଞ୍ଚ ଟିମ ଅସୁବିଧାର ସମ୍ମୁଖିନ ହୋଇଥିଲା । ଚାନ୍ଦବାଲି ପଳାସପୁରରୁ କେମିତି ଅପରହଣ ହେଲେ ମାନସ ସ୍ୱାଇଁ ସେ ଡେମୋ ଅଳ୍ପ ସମୟ ମଧ୍ୟରେ ଶର୍ମିଷ୍ଠା ଦେଖାଇଥିବା ସୂଚନା ମିଳିଛି । ଏହା ପରେ ସୁନ୍ଦରପଦା ଦୟାଲ ଆଶ୍ରମ ନୟାଗଡ ମଧ୍ୟ କ୍ରାଇମସିନ ରି କ୍ରିଏଟ କରିବ କ୍ରାଇମବ୍ରାଞ୍ଚ । ମାନସ ସ୍ୱାଇଁ ହତ୍ୟା ମାମଲାରେ ଆସ୍ତେ ଆସ୍ତେ ଘଟଣା ଉପରୁ ପରଦା ଘଟୁଛି ।

Also Read  ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ପୁଣି ଲିକ୍ ହେଲା ପ୍ରଶ୍ନପତ୍ର, ପରୀକ୍ଷା ବାତିଲ

LEAVE A REPLY

Please enter your comment!
Please enter your name here