ଆଜିଠୁ ପୁଣି ଖୋଲିବ ମାର୍କେଟ ବିଲ୍ଡିଂ

0
665
ଆଜିଠୁ ପୁଣି ଖୋଲିବ ମାର୍କେଟ ବିଲ୍ଡିଂ
ଆଜିଠୁ ପୁଣି ଖୋଲିବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ। ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗତ ୩ ଦିନ ହେଲା ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା। ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଣ୍ଟ୍ରାଲ ମାର୍କେଟ ସଂଘ।

ଅତିରିକ୍ତ ବିଏମସି କମିସନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ସୁଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସେସିଏସନର ସଭାପତି। ବିଏମସି ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ସୂଚନା ମିଳିଛି।

Also Read  Panchayat Polls: Maoists attack BSF campus in Malkangiri, Odisha