ଦିଲ୍ଲୀ ରେ ଭୁଶୁଡି ପଡିଲା ୪ ମହଲା କୋଟା: ଉଦ୍ଧାର କାର୍ଯ୍ୟ ଚାଲିଛି !

0
1358
ଦିଲ୍ଲୀ ରେ ଭୁଶୁଡି ପଡିଲା ୪ ମହଲା କୋଟା: ଉଦ୍ଧାର କାର୍ଯ୍ୟ ଚାଲିଛି !
ଦିଲ୍ଲୀ ରେ ଭୁଶୁଡି ପଡିଲା ୪ ମହଲା କୋଟା: ଉଦ୍ଧାର କାର୍ଯ୍ୟ ଚାଲିଛି !

ଫେବୃଆରୀ ୧୧
ଶୁକ୍ରବାର ଦିନ ଉତ୍ତର ଦିଲ୍ଲୀରେ ଏକ ଚାରି ମହଲା କୋଠା ଭୁଶୁଡ଼ି ଯିବା ଫଳରେ ଦୁଇ ଜଣ ଆହତ ହୋଇଥିବା ବେଳେ ଅନ୍ୟ କେତେକ ଭଙ୍ଗା ଅଳିଆ ଆବର୍ଜନାରେ ଫସି ରହିଥିବା କୁହାଯାଉଛି।

ଦିଲ୍ଲୀ ର ବାୱାନା ଅଞ୍ଚଳରେ ଶୁକ୍ରବାର ଦିନ  ଚାରି ମହଲା କୋଠା ଭୁଶୁଡ଼ିବା ପରେ ଦୁଇ ଜଣ ଆହତ ହୋଇଥିବାବେଳେ ଜଣେ ନଅ ବର୍ଷର ଶିଶୁର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି I

ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ କହିଛନ୍ତି ଯେ ସେମାନେ ୨ ଟା ୪୮ ରେ ଏହି ଘଟଣା ବିଷୟରେ ଖବର ପାଇଥିଲେ I ସଂଗେ ସଂଗେ ଚାରିଟି ଅଗ୍ନି ସେବା ସମ ଗାଡି ଘଟଣାସ୍ଥଳରେ ପହଂଚିଥିଲା।

ଏପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ ବୋଲି ସେ ନିଶ୍ଚିତ କରି କହିଛନ୍ତି I ତେବେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।

Also Read  ପ୍ରଜାତନ୍ତ୍ରର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ