ନାଗାଙ୍କର କୌଣସି ଜିନିଷ ରଖିବେ ନାହିଁ କହି, ବିବାହର ଶାଢୀ ଫେରାଇଲେ ସାମନ୍ଥା

0
532

ନୂଆଦିଲ୍ଲୀ : ସାମନ୍ଥା ଏବଂ ନାଗା ଚୈତନ୍ୟ ବର୍ତ୍ତମାନ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଅକ୍ଟୋବର ୨୦୨୧ ରେ ସେମାନଙ୍କର ଅଲଗା ହେବାର ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ସାମନ୍ଥା ତାଙ୍କ ବିବାହରେ ପାଇଥିବା ଶାଢୀକୁ ଫେରାଇ ଦେଇଛନ୍ତି। ଏହି ଶାଢୀ ନାଗାଙ୍କ ଜେଜେମା’ଙ୍କ ସହ ଜଡିତ ଥିଲା ଏବଂ ସାମନ୍ଥା ନାଗା କିମ୍ବା ତାଙ୍କ ପରିବାର ସହ ଜଡିତ କୌଣସି ଜିନିଷ ରଖିବାକୁ ଚାହୁଁ ନାହାଁନ୍ତି। ସୂଚନା ଅନୁଯାୟୀ,, ସାମନ୍ଥାଙ୍କ ବନ୍ଧୁ ତଥା ସେଲିବ୍ରିଟି ଡିଜାଇନର୍ କ୍ରେଶା ବଜାଜ ଏହି ବିବାହ ଶାଢୀକୁ ଫାଇନାଲ୍ ଟଚ୍ ଦେଇଥିଲେ। ବିବାହରେ ଏହି ଶାଢୀ ପିନ୍ଧି ଅଭିନେତ୍ରୀ ପୁରା ପରିବାର ପ୍ରାଉଡ୍ ଫିଲ୍ କରାଇଥିଲେ।

Also Read  ଆଜି ପ୍ରକାଶ ପାଇବ ଆଇସିଏସଆଇ ଦଶମ ପରୀକ୍ଷା ଫଳ