ଘର ଭିତରେ ଶାଶୁ–ବୋହୂଙ୍କୁ ଗଳାକାଟି ହତ୍ୟା

0
692
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ବଲାଙ୍ଗୀର : ବଲାଙ୍ଗୀର ତୁଷୁରା ଥାନା ନୂଆପଡାରେ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ଆଜି ଖବର ମିଳିଛି। ଘର ଭିତରେ ଶାଶୁ –ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଉଭୟ ଶାଶୁ ଓ ବୋହୂଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେନେଇ କୌଣସି ସୂଚନା ମିଳି ନାହିଁ। ଖବର ପାଇ ତୁଷୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read  କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅକ୍ଷୟ କୁମାରଙ୍କ ସମେତ ଏହିସବୁ ଷ୍ଟାର୍ସ ରେଡ୍ କାର୍ପେଟ୍‌ରେ ଦେଖାଇବେ ଜଲୱା, ଜଜ୍ ହେବେ ଦୀପିକା