ଉଡାଣ ପୂର୍ବରୁ ବିମାନରେ ଲାଗିଲା ନିଆଁ, ୨୫ଯାତ୍ରୀ ଆହତ

0
219
chinese-jet-catches-fire-during-takeoff

ଉଡାଣ ପୂର୍ବରୁ ବିମାନରେ ଲାଗିଲା ନିଆଁ । ରନେଓ୍ଵରେ ବିମାନରେ ଲାଗିଲା ନିଆଁ। ୨୫ ଜଣ ଯାତ୍ରୀ ଆହତ। ଚୀନର ଚୋଙ୍ଗକ୍ୱିଙ୍ଗ ଘଟିଛି ଏଭଳି ଘଟଣା। ଚୋଙ୍ଗକ୍ୱିଙ୍ଗର ବିମାନ ବନ୍ଦରରେ ୧୧୩ ଯାତ୍ରୀ ଓ ୯ କ୍ରୁ ମେମ୍ବର ନେଇ ଉଡାଣ ପାଇଁ ପ୍ରସ୍ତୁତି କରୁଥିବାବେଳେ ବିମାନରେ ନିଆଁ ଲାଗିଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

Also Read  Ladakh UT involves Chinese territory, Wang told Jaishankar

LEAVE A REPLY

Please enter your comment!
Please enter your name here