ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅବନୀକାନ୍ତ ପଟ୍ଟନାୟକ

0
603

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅବନୀକାନ୍ତ ପଟ୍ଟନାୟକ । ବରିଷ୍ଠ ପ୍ରଶାସନିକ ଅଧିକାରୀ ହେଉଛନ୍ତି ଅବନୀକାନ୍ତ ପଟ୍ଟନାୟକ । ସେ ତାଙ୍କ ଇସ୍ତଫା ପତ୍ର ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଦୀର୍ଘ ବର୍ଷ ଧରି ସେ ଲିଙ୍ଗରାଜ ମନ୍ଦିରର ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ଥିଲେ । ତାଙ୍କ ଇସ୍ତଫାର କାରଣ ସ୍ପଷ୍ଟ ହୋଇନାହିଁ।

Also Read  ରାଷ୍ଟ୍ରପତି ନିର୍ବାଚନ: ବିରୋଧୀଙ୍କୁ ପୁଣି ଝଟକା, ଶରଦ ଓ ଫାରୁକଙ୍କ ପରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାକଲେ ଗୋପାଳକୃଷ୍ଣ ଗାନ୍ଧୀ