ପାଣି ପିଇବାକୁ ଆସି ପୋଖରୀରେ ଫସିଲା ହାତୀ, ଉଦ୍ଧାର କାର୍ଯ୍ୟ ଜାରି

0
386
elephants-trapped-in-a-pond-in-sambalpur

ରେଢାଖୋଲ: ସଂକଟରେ ଗଜରାଜ । ପାଣି ପିଇବାକୁ ଆସି ଫସିଗଲା ହାତୀ । ସମ୍ବଲପୁର ବନଖଣ୍ଡ ଯୁଯୁମୁୁରା ବ୍ଲକ ବଡସାହି ଫରେଷ୍ଟ ରେଞ୍ଜରେ ଏକ ପୋଖରୀରେ ଫସିଲା ହାତୀ । ଘଟଣା ସ୍ଥଳରେ ବନକର୍ମଚାରୀ ପହଞ୍ଚି ହାତୀକୁ ନିରିକ୍ଷଣରେ ରଖିଛନ୍ତି । ହାତୀର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ଚିକିତ୍ସିତ ହେଉଥିଲା । ଗତକାଲି ରାତିରେ ପୋଖରୀକୁ ପାଣି ପିଇବାକୁ ଯାଇ ହାତୀଟି ଫସି ରହିଛି। ଘଟଣାସ୍ଥଳରେ ବନବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।

Also Read  କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ମାମଲାରେ କେଜ୍ରିୱାଲ ରଖିଲେ ୪ଟି ଦାବି, ପାକିସ୍ତାନକୁ ବି ସତର୍କ କରାଇଲେ