ପ୍ରଦୀପ୍ତ ମହାପାତ୍ରଙ୍କୁ କେନ୍ଦ୍ରୀୟ ଏମପାନେଲମେଣ୍ଟ

0
291

ଭୁବନେଶ୍ୱର: କେନ୍ଦ୍ରୀୟ କ୍ୟାବିନେଟ ନିଯୁକ୍ତି କମିଟି ବରିଷ୍ଠ ଆଇଏସ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କ ଏମପାନେଲମେଣ୍ଟକୁ ସ୍ୱୀକୃତି ଦେଇଛି । ତାଙ୍କ ସହ ବିହାର ଏବଂ ଉତ୍ତରାଖଣ୍ଡର ୪ଜଣ ଆଇଏସ ଅଫିସରଙ୍କ ମଧ୍ୟ ଏମପାନେଲମେଣ୍ଟ ହୋଇଛି। ୧୯୮୮ ବ୍ୟାଚ୍ ଆଇଏସ ଅଫିସର ପ୍ରଦୀପ୍ତଙ୍କୁ ଅତିରିକ୍ତ ସଚିବ ସମାନ୍ତରାଳ ସ୍ତରରେ ଅବସ୍ଥାପିତ କରାଯାଇଛି । ତାଙ୍କ ସହ ଉତ୍ତରାଖଣ୍ଡର ୧୯୯୧ ବ୍ୟାଚର ପୁନୀତ କୁମାର ଗୋଏଲ, ବିହାର କ୍ଯାଡର ୧୯୯୨ ବ୍ୟାଚର ହରଜୋତ କୁମାର ବମରାହ, ଉତ୍ତରାଖଣ୍ଡ କ୍ଯାଡରର ୧୯୯୨ ବ୍ୟାଚର ରାଜୀବ ବର୍ମା, ଉତ୍ତରାଖଣ୍ଡ କ୍ଯାଡର ୧୯୯୩ ବ୍ଯାଚର ଖିଲ୍ଲି ରାମ ମୀନାଙ୍କ ଏମପାନେଲମେଣ୍ଟ ହୋଇଛି।

Also Read  ବଢ଼ିଲା ଅନୁକମ୍ପା ରାଶି : ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ