ବିଶାଖାପାଟଣାର ଏକ ପୋଷାକ କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍ , ଶତାଧିକ ଅସୁସ୍ଥ

0
394

ବିଶାଖାପାଟଣା: ବିଶାଖାପାଟଣା ନିକଟ ଅନାକପଲ୍ଲୀରେ ଏକ ପୋଷାକ ଉତ୍ପାଦନ କାରଖାନାରେ ଗ୍ୟାସ ଲିକ୍ ଯୋଗୁଁ ଶତାଧିକ ଅସୁସ୍ଥ ହୋଇଥିବା ଖବର ମିଳିଛି । ଅସୁସ୍ଥମାନଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା କର୍ମଚାରୀ ଅଛନ୍ତି। ବିଶାଖାପାଟଣା ନିକଟସ୍ଥ ଅଚ୍ୟୁତପୁର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ପରିସରରେ ଏହି ଅଘଟଣ ଘଟିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Also Read  ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ : ୬୦% ମତଦାନ, ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ୨୩ ସ୍ଥାନରେ ନିର୍ବାଚନ ରଦ୍ଦ