ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

0
328
state-cabinet-meeting-today

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ୫ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ଅଛି । ନାରୀ ସଶକ୍ତିକରଣ ଓ ଆଦିବାସୀ କଲ୍ୟାଣ ଉପରେ ଆଜିର ବୈଠକରେ ଆଲୋଚନା ହୋଇପାରେ ।

Also Read  ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପରେ ଦ୍ରୌପଦୀ ମୁର୍ମୁ ଶିକ୍ଷକତାରୁ ଆସି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି