ଦେଶରେ ୨୪ ଘଂଟାରେ ୧୧୮୫୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୫୫୫ ମୃତ

0
111
ରାଜ୍ୟରେ ଖସୁଛି କରୋନା ଗ୍ରାଫ
ରାଜ୍ୟରେ ଖସୁଛି କରୋନା ଗ୍ରାଫ

ନଭେମ୍ବର ୧୩

ଗତ ୨୪ ଘଂଟାରେ ଦେଶରେ ୧୧୮୫୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ ୧୨,୪୦୩ ଜଣ ସୁସ୍ଥ ହେଇଛନ୍ତି I ଏ ପର୍ଯ୍ୟନ୍ତ ମୋଟ ୩ କୋଟି ୩୮ ଲକ୍ଷ ୨୬ ହଜାର ୪୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I

ଏହା ସହ ଦେଶରେ ସୁସ୍ଥତା ହାର ଶତକଡା ୯୮.୨୬ କୁ ବୃଦ୍ଧି ପାଇଛି I
ସକ୍ରିୟ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ କମିବାରେ ଲାଗିଛି ଏବଂ ଏବେ ଏହା ଏକ ଲକ୍ଷ ୩୬ ହାଜର ୩୦୮ କୁ ଖସିଆସିଛି, ଯାହା ଗତ ୨୭୪ ଦିନ ମଧ୍ୟରେ ସର୍ବନିମ୍ନ ରହିଛି I

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ୨୪ ଘଂଟାରେ ୫୫୫ ଜଣ କରୋନା ରେ ପ୍ରାଣ ହରାଇଛନ୍ତି I ଏହାକୁ ମିଶାଇ, ଦେଶରେ ଏ ପର୍ଯ୍ୟନ୍ତ ୪ ଲକ୍ଷ ୬୩ ହଜାର ୨୪୫ ଜଣ ଙ୍କର ମୃତ୍ୟୁ ହେଇଛି I

Also Read  Odisha reports 720 new Covid-19 cases; Active cases decline

LEAVE A REPLY

Please enter your comment!
Please enter your name here