ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ

0
632
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ

ଫେବୃଆରୀ ୨୫/ ଓଡ଼ିଶାରେ ୩୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୨୦୨ ଜଣ ସଙ୍ଗରୋଧ ରେ ଥିବା ଅବସ୍ଥାରେ ସଂକ୍ରମିତ ଥିବାର ଜଣାପଡିଛି ଏବଂ ଅନ୍ୟ ୧୪୩ ଜଣ ସ୍ଥାନୀୟ ସଂକ୍ରମଣ ରୁ ସଂକ୍ରମିତ I ୩୪୫ ନୂଆ କେଶ ମଧ୍ୟରୁ,୧୧୧ ଜଣଙ୍କର ବୟଷ ୧୮ ବର୍ଷ ମଧ୍ୟରେ I
ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଇଥିବେ ବେଳେ ସୁନ୍ଦରଗଡ ରୁ ୩୯ ଜଣ, ଅନୁଗୁଳ ରୁ ୩୨ ଜଣ, ସମ୍ବଲପୁର ରୁ ୨୯ ଜଣ ଏବଂ ଖୋର୍ଦ୍ଧା ରୁ ୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୭ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୯୦୫୨ କୁ ବୃଦ୍ଧିପାଇଛି I
ଗତକାଲି ସୁସ୍ଥ ହେଇଛନ୍ତି ୮୨୫ ଜଣ I ଆଜି ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୨,୮୪,୩୨୩ କୁ ବୃଦ୍ଧିପାଇଥିବା ବେଳେ ୧୨,୭୧,୮୪୩ ଜଣ ସୁସ୍ଥ ହେଇସାରିଛନ୍ତି I
ଏବେ ୩୩୭୫ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି I
୨୪ ଘଂଟାରେ ୫୩,୬୪୦ ଟି ସ୍ୱାବ ପରୀକ୍ଷା କରାଯାଇଛି I ଆଜି ରାଜ୍ୟରେ ଦୈନିକ ପଜିଟିଭିଟି ହାର ୦.୬୪ ରହିଛି I

Also Read  Body of Nurse Found From Rented House