ଘର ଭିତରେ ଶାଶୁ–ବୋହୂଙ୍କୁ ଗଳାକାଟି ହତ୍ୟା

0
424
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ବଲାଙ୍ଗୀର : ବଲାଙ୍ଗୀର ତୁଷୁରା ଥାନା ନୂଆପଡାରେ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ଆଜି ଖବର ମିଳିଛି। ଘର ଭିତରେ ଶାଶୁ –ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଉଭୟ ଶାଶୁ ଓ ବୋହୂଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେନେଇ କୌଣସି ସୂଚନା ମିଳି ନାହିଁ। ଖବର ପାଇ ତୁଷୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read  ରାଜ୍ୟରେ ତଳ ମୁହାଁ କରୋନା ସଂକ୍ରମଣ ଗ୍ରାଫ୍‌, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୭ ଜଣ ପଜିଟିଭ୍

LEAVE A REPLY

Please enter your comment!
Please enter your name here