ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ

0
364

ନଭେମ୍ବର ୪

ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି I ଗତକାଲି କେନ୍ଦ୍ର ସରକାର ମଧ୍ୟ ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି I
ଏହା ଗ୍ରାହକ ଙ୍କ ପାଇଁ ଖୁସିର ଖବର I ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ୫ ତାରିଖ ଅର୍ଥାତ ଆସନ୍ତା କାଲି ମଧ୍ୟରାତ୍ରରୁ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଯେଉଁ ଶୁଳ୍କ ହ୍ରାସ କରିଛନ୍ତି, ତାହା ଆଜିଠାରୁ ଲାଗୁ ହୋଇଛି।

ରାଜ୍ୟ ସରକାର ଙ୍କ ଦ୍ୱାରା କରାଯାଇଥିବା ଏହି ଭାଟ ହ୍ରାସ ଯୋଗୁଁ ରାଜ୍ୟର ୨ ହଜାର ଟଙ୍କା କ୍ଷତି ହେବ ବୋଲି ଜଣାଯାଇଛି।

ବିଗତ ଦିନ ଗୁଡିକ ରେ ପେଟ୍ରୋଲ ଓ ଡିଜେଲ ଦ୍ୱାରା ଯେଉଁପରି ଭାବରେ ବଢିଚାଲିଛି, ତାକୁ ନେଇ ଜଣ ସାଧାରଣ ବ୍ୟତିବସ୍ତ ହେଇ ପଡିଛନ୍ତି I ଖାଲି ପେଟ୍ରୋଲ ଓ ଡିଜେଲ ନୁହେଁ, ଅନ୍ୟ ସବୁ ଖାଦ୍ୟସାମଗ୍ରୀ ର ମଧ୍ୟ ଦର ବୃଦ୍ଧି ଘଟିଛି I ଏହାର ସିଧାସଳଖ ପ୍ରଭାବ ସମସ୍ତଙ୍କ ଚଳଣି ଉପରେ ପଡୁଛି I

Also Read  ପୁଣି ଅପରିବର୍ତ୍ତିତ ରହିଲା ଆୟକର ଟିକସ ସ୍ଲାବ, ଜାଣନ୍ତୁ ପୂରା ହିସାବ

LEAVE A REPLY

Please enter your comment!
Please enter your name here