ଓଡ଼ିଶାରେ ୨୪ ଘଂଟାରେ ୩୪୨ ନୂଆ କୋଭିଡ ସଂକ୍ରମିତ; ଦୈନିକ ପଜିଟିଭିଟି ହାର 0 .୫୮

0
483
ଓଡ଼ିଶାରେ ୨୪ ଘଂଟାରେ ୩୪୨ ନୂଆ କୋଭିଡ ସଂକ୍ରମିତ; ଦୈନିକ ପଜିଟିଭିଟି ହାର 0 .୫୮
ଓଡ଼ିଶାରେ ୨୪ ଘଂଟାରେ ୩୪୨ ନୂଆ କୋଭିଡ ସଂକ୍ରମିତ; ଦୈନିକ ପଜିଟିଭିଟି ହାର 0 .୫୮

ଫେବୃଆରୀ ୨୩
ଓଡ଼ିଶାରେ ୩୪୨ ଟି ନୂଆ କୋଭିଡ କେଶ ଚିହ୍ନଟ ହେଇଛନ୍ତି I ଗତକାଲି ୪୨୮ ଟି କେଶ ଚିହ୍ନଟ ହେଇଥିଲା I ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ’ ୩୪୨ ଟି ନୂଆ କେଶ ମଧ୍ୟରୁ, ୮୩ ଜଣଙ୍କର ବୟଷ ୧୮ ବର୍ଷ ମଧ୍ୟରେ I ୧୯୬ ଜଣ ସଙ୍ଗରୋଧ ରେ ଥିବା ସମୟରେ କୋଭିଡ ପଜିଟିଭ ଥିବାର ଜଣାପଡିଛି ଏବଂ ବାକି ୧୪୬ ଜଣ ସ୍ଥାନୀୟ ସମ୍ପର୍କ ରୁ ସଂକ୍ରମିତ ହେଇଛନ୍ତି I
୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୯୬୮ ଜଣ I ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୨,୮୩,୬୩୯ ଜଣ କରୋନା ରେ ସଂକ୍ରମିତ ହେଇଥିବା ବେଳେ, ୧୨,୭୦,୨୨୧ ଜଣ ସୁସ୍ଥ ହେଇସାରିଛନ୍ତି I
ଆଜି ରିପୋର୍ଟ ହେଇଥିବା ୩୪୨ ଜଣଙ୍କ ମଧ୍ୟରେ, ସୁନ୍ଦରଗଡ ରୁ ୩୯ ଜଣ, ଖୋର୍ଦ୍ଧା ରୁ ୩୨ ଜଣ,ଗଜପତି ରୁ ୨୯ ଜଣ ଏବଂ କଟକ ରୁ ୨୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେଇଛନ୍ତି I ୯ ଜଣଙ୍କ ମୃତ୍ୟୁ ହେଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ I ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୯୦୪୫ ରେ ପହଂଚିଛି I
୨୪ ଘଂଟାରେ ୫୮,୫୬୫ ସ୍ୱାବ ପରୀକ୍ଷା କରାଯାଇଛି I ଦୈନିକ ପଜିଟିଭିଟି ହାର 0 .୫୮ ରହିଛି I

Also Read  Schedule for Snana Mandap rituals accepted at Chhatisa Nijog meeting

LEAVE A REPLY

Please enter your comment!
Please enter your name here