ଦୀପକ ସାମନ୍ତରାୟ ବିଜେଡିରୁ ନିଲମ୍ବିତ

0
646

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଯୁବ ଜନତା ଦଳର ଯୁଗ୍ମ ସମ୍ପାଦକ ଦୀପକ ସାମନ୍ତରାୟଙ୍କୁ ନିଲମ୍ବନ କରାଯାଇଛି। ଦଳର ରାଜ୍ୟ ସଭାପତି ତଥା ବିଧାୟକ ଡ଼ ବ୍ୟୋମକେଶ ରାୟ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଡ଼ ରାୟ ଜଣାଇଛନ୍ତି।

Also Read  ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ : ସକାଳୁ ଏକକାଳୀନ ୫ ସ୍ଥାନରେ ଚଢ଼ାଉ