ଭୁବନେଶ୍ୱର,୨୬/୦୩: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ତଳମୁହଁ। ଶହେ ତଳେ ରହୁଛି ଦୈନିକ ସଂକ୍ରମଣ। ଏହି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୩ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୪୨୧ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୪୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୧ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୭୮୧୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦୪୫୧୦୧୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।
Covid-19 Report For 25th March
New Positive Cases: 43
Of which 0-18 years: 13
In quarantine: 26
Local contacts: 17(Details of local contacts will be shared by concerned District)
1. Balasore: 3
2. Balangir: 1
3. Boudh: 2
4. Cuttack: 1
5. Gajapati: 6
6. Ganjam: 2
7. Jajpur: 3— I & PR Department, Odisha (@IPR_Odisha) March 26, 2022
8. Jharsuguda: 2
9. Kandhamal: 1
10. Kendrapada: 7
11. Khurda: 5
12. Koraput: 1
13. Mayurbhanj: 1
14. Nuapada: 1
15. Sambalpur: 2
16. Sundargarh: 4
17. State Pool: 1New recoveries: 69
Cumulative tested: 30451013
Positive: 1287421
Recovered: 1277819
Active cases: 431— I & PR Department, Odisha (@IPR_Odisha) March 26, 2022

























