ପଞ୍ଜାବ ବିପକ୍ଷରେ ଟସ୍‌ ଜିତିଲା କୋଲକାତା

0
1252

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ମୁହାଁମୁହିଁ ହେବାକୁ ଯାଉଛନ୍ତି ପଞ୍ଜାବ କିଙ୍ଗସ୍‌ ଏବଂ କୋଲକାତା ନାଇଟ୍‌ ରାଇଡର୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଶ୍ରେୟସ୍‌ ଆୟରଙ୍କ କେକେଆର୍‌ । ପ୍ରଥମେ ବ୍ୟାଟିଂ କରିବ ମୟଙ୍କ ଅଗ୍ରଓ୍ବାଲଙ୍କ ଟିମ୍‌ ପଞ୍ଜାବ ।

ପଞ୍ଜାବ କିଙ୍ଗସ୍‌

ମୟଙ୍କ ଅଗ୍ରଓ୍ଵାଲ(ଅଧିନାୟକ), ଶିଖର ଧାଓ୍ଵନ, ଲିୟାମ ଲିଭିଙ୍ଗଷ୍ଟୋନ, ଭାନୁକା ରାଜପକ୍ଷେ(ଓ୍ଵିକେଟ୍ କିପର), ଶାହରୁଖ ଖାନ, ଓଡେନ ସ୍ମିଥ, ରାଜ ବଓ୍ଵା, ଅର୍ଶଦୀପ ସିଂହ, ହରପ୍ରୀତ ବ୍ରାର, କାଗିସୋ ରାବଡା, ରାହୁଲ ଚହର।

କୋଲକାତା ନାଇଟ୍ ରାଇଡର୍ସ

ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ନୀତିଶ ରାଣା, ଶ୍ରେୟସ ଆୟର(ଅଧିନାୟକ), ସାମ ବିଲିଙ୍ଗ୍ସ(ଓ୍ଵିକେଟ୍ କିପର), ଆନ୍ଦ୍ରେ ରସେଲ, ସୁନିଲ ନାରିନେ, ଟିମ୍ ସାଉଦି, ଉମେଶ ଯାଦବ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ।

Also Read  ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା କୋହଳ : ଏଣିକି ୨୦ ଜଣଙ୍କୁ ନେଇ ପ୍ରଚାର, ୩ଶହରେ ସଭା