ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣାରେ ସସପେଣ୍ଡ ହେଲେ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାର

0
384
bedi-tied-to-a-journalists leg Habildar in charge of custody suspended

ବାଲେଶ୍ୱର: ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ସସପେଣ୍ଡ ହେଲେ ପୋଲିସ୍ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାର । ହାବିଲଦାରଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି ସୁନୀଲ ବଂଶଲ । ସାମ୍ବାଦିକଙ୍କ ଉପରେ ପୋଲିସ ଜୁଲମ୍ ବିରୋଧରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ନିଳଗିରି ପୋଲିସର ଏଭଳି ଅମାନୁସିକ କାର୍ଯ୍ୟକୁ ନେତା, ସାମ୍ବାଦିକ ଓ ସାମାଜିକ କର୍ମୀ ନିନ୍ଦା କରିଛନ୍ତି । ପୋଲିସ୍ ଡିଜିପି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Also Read  ପୁଣି ୫ ଅଧିକାରୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ : ବାଧ୍ୟତାମୂଳକ ଅବସର ଦିଆଗଲା