ଜଳୁଛି ଶିମିଳିପାଳ ଅଭୟାରଣ୍ୟ : ଆଜି ଚହଲ ରେଞ୍ଜରେ ଲାଗିଛି ନିଆଁ

0
237

କରଞ୍ଜିଆ: ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜରେ ଗୋଟିଏ ଜାଗାରେ ଲାଗିଛି ନିଆଁ । ଗତକାଲି ଅଭୟାରଣ୍ୟର ୬ ଟି ଜାଗାରେ ନିଆଁ ଲାଗିଥିଲ । ଗତକାଲି ମୋହନପୁର ଓ କେନ୍ଦୁମୁଣ୍ଡି ରେଞ୍ଜରେ ଲାଗିଥିବା ନିଆଁ ଲିଭିଯାଇଥିବା ବେଳେ ଆଜି ଚହଲ ରେଞ୍ଜରେ ନିଆଁ ଲାଗିଛି । ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେବା ସହିତ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବାରୁ ନିଆଁ ଲିଭାଇବା ପାଇଁ ସମସ୍ୟା ହେଉଥିବା କୁହାଯାଉଛି ।

Also Read  Canadian national reported to be safe and sound in Sukma village in Chhattisgarh

LEAVE A REPLY

Please enter your comment!
Please enter your name here