ଜଳୁଛି ଶିମିଳିପାଳ ଅଭୟାରଣ୍ୟ : ଆଜି ଚହଲ ରେଞ୍ଜରେ ଲାଗିଛି ନିଆଁ

0
495

କରଞ୍ଜିଆ: ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜରେ ଗୋଟିଏ ଜାଗାରେ ଲାଗିଛି ନିଆଁ । ଗତକାଲି ଅଭୟାରଣ୍ୟର ୬ ଟି ଜାଗାରେ ନିଆଁ ଲାଗିଥିଲ । ଗତକାଲି ମୋହନପୁର ଓ କେନ୍ଦୁମୁଣ୍ଡି ରେଞ୍ଜରେ ଲାଗିଥିବା ନିଆଁ ଲିଭିଯାଇଥିବା ବେଳେ ଆଜି ଚହଲ ରେଞ୍ଜରେ ନିଆଁ ଲାଗିଛି । ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେବା ସହିତ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବାରୁ ନିଆଁ ଲିଭାଇବା ପାଇଁ ସମସ୍ୟା ହେଉଥିବା କୁହାଯାଉଛି ।

Also Read  ରାଷ୍ଟ୍ରପତି ନିର୍ବାଚନ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ