ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୪ ବେପାରୀ ଗିରଫ

0
417
brownsugar-worth-above-one-crore-seized-4-arrested

ଖୋର୍ଦ୍ଧା: STF କବ୍ଜାରେ ବ୍ରାଉନସୁଗର ବେପାରୀ। ୪ ଜଣ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଖୋର୍ଦ୍ଧାରୁ ୧କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ । ୧ କେଜି ୩୦ ଗ୍ରାମ ବ୍ରାଉନସୁଗର ଜବତ କଲା ଏସଟିଏଫ। ଖୋର୍ଦ୍ଧା ନିକଟରେ ଡିଲ ବେଳେ ମାଡି ବସିଲା ଏସଟିଏଫ। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଏକ କୋଟି ୩୦ ଲକ୍ଷ ଟଙ୍କା ହେବ। ସୂଚନା ଅନୁସାରେ, ବାଲେଶ୍ବରରୁ ବ୍ରାଉନସୁଗାର ଆଣି ବେପାର କରୁଥିଲେ ୪ମାଫିଆ । ୨୦୨୦ରୁ ଏବେ ସୁଦ୍ଧା ରାଜ୍ୟରେ ୫୫କିଲୋ ବ୍ରାଉନସୁଗାର ଜବତ କଲାଣି ଏସଟିଏଫ ।

Also Read  Missing minor boy’s body taken out of a river in Odisha’s Keonjhar