ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତ ଦଳ: ଶୁଭମନ ଗିଲ କ୍ୟାପଟେନ

0
668
ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତ ଦଳ: ଶୁଭମନ ଗିଲ କ୍ୟାପଟେନ
ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତ ଦଳ: ଶୁଭମନ ଗିଲ କ୍ୟାପଟେନ

ଭୁବନେଶ୍ୱର: ଜୁନ ୨୪: ପୁରୁଷ ଚୟନ କମିଟି ଜିମ୍ବାୱେ ଗସ୍ତ ପାଇଁ ୧୫ ଜଣିଆ ଦଳ ଚୟନ କରିଛି। ଆୟୋଜକଙ୍କ ବିପକ୍ଷରେ 5 ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଭାଗ ନେବାକୁ ଜୁଲାଇ ପ୍ରଥମ ସପ୍ତାହରେ ଭାରତ ହାରାରେ ଗସ୍ତ କରିବ।ଶୁଭମନ ଗିଲ ଏହି ଦଳର ନେତୃତ୍ୱ ନେବେ I

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତ ଦଳ: ଶୁଭମନ ଗିଲ (କ୍ୟାପଟେନ), ଯଶସ୍ୱୀ ଜୟସ୍ବାଲ, ରୁତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (wicket Keeper ), ଧୃବ ଜୁରେଲ (wicket Keeper ), ନୀତୀଶ ରେଡ୍ଡୀ, ରିୟାନ ପାରାଗ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖାଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ।
ଦଳରେ କୌଣସି ସିନିୟର ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ। ବିଶ୍ୱକପ ସ୍କ୍ୱାଡରେ ଥିବା ଯଶସ୍ୱୀ ଜୈସୱାଲ ଓ ସଞ୍ଜୁ ସାମସନ ଜିମ୍ବାୱେ ବିପକ୍ଷ ସ୍କ୍ୱାଡରେ ରହିଛନ୍ତି।
ଜୁଲାଇ ୬, ୭,. ୧୦, ୧୩, ୧୪ରେ ଏହି ପାଞ୍ଚଟି ମ୍ୟାଚ ଖେଳାଯିବ I

Also Read  Head half-century helps Australia post 191/7 vs India as wickets tumble