କାଳବୈଶାଖୀ ପ୍ରଭାବରେ ହିଟ୍‌ୱେଭରେ ଲାଗିବ ବ୍ରେକ; ଆଗାମୀ ୩ ଦିନ ପରେ ରାଜ୍ୟରେ ୨ ଡିଗ୍ରୀ ଯାଏ ଖସିପାରେ ତାପମାତ୍ରା

0
186
break-in-hit-wave-due to thunderstorm in-the-state

ଭୁବନେଶ୍ୱର: ଅସହ୍ୟ ତାତିରେ ଜଳୁଛି ସାରା ରାଜ୍ୟ । ଡହ ଡହ ଖରାରେ ସିଝୁଛି ପୂରା ଓଡ଼ିଶା। ମାତ୍ର ବହୁତ ଶୀଘ୍ର ଏଥିରୁ ତ୍ରାହି ମିଳିବାକୁ ଯାଉଛି । କାଳବୈଶାଖୀ ପ୍ରଭାବରେ ହିଟ୍‌ୱେଭରେ ଲାଗିବ ବ୍ରେକ । ମେ’ ପ୍ରଥମ ସପ୍ତାହରୁ ତାପମାତ୍ରା ଖସିବ । କାଳବୈଶାଖୀ ପ୍ରଭାବରେ ୨ ଡିଗ୍ରୀ ଯାଏଁ ତାତି ତଳକୁ ଖସିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଆଗାମୀ ତିନି ଦିନ ମଧ୍ୟରେ ଦିନ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାପରେ ପରବର୍ତ୍ତୀ ଦୁଇ ଦିନରେ ୨ ଡିଗ୍ରୀ ସେଲସିୟସ ଯାଏ ତାତି ଖସିବାର ସମ୍ଭାବନା ରହିଛି ।

Also Read  Heat wave condition in parts of Interior Odisha; MeT Office

LEAVE A REPLY

Please enter your comment!
Please enter your name here