୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଡିସିଜିଆଇ ଅନୁମତି

0
325
covaxin-for-children-between-the-age-of-6-12-years

ନୂଆଦିଲ୍ଲୀ: ୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ଼ ଟିକା। ଭାରତ ବାୟୋଟେକର କୋଭାକ୍ସିନ୍‌ ଟିକାକୁ ୬ରୁ ୧୨ ବର୍ଷ ପିଲାଙ୍କୁ ଦେବାନେଇ ମିଳିଛି ଅନୁମତି। ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGIର ଅନୁମତି ମିଳିଥିବା ସୂଚନା ମିଳିଛି। କରୋନା ଏବେ କାୟା ବିସ୍ତାର କରୁଥିବା ବେଳେ ଦେଶରେ ମଧ୍ୟ କରୋନାର ଗ୍ରାଫ୍ ଏବେ ଉପରମୁହାଁ ହୋଇଛି । ଖାସକରି କୁନି ପିଲା ଏଥିରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ କରୋନା ବିପକ୍ଷ ଲଢେଇକୁ ଉଚିତ୍ ଢଙ୍ଗରେ ମୁକାବିଲା କରାଯାଇପାରିବ ।

Also Read  Two deputy CMs including Muslim, says Bihar Cong leader; ally RJD sees red