ଆଜିଠୁ ରାଜଧାନୀର ୩ଟି ସପିଂ ମଲ୍‌ରେ ଦିଆଯିବ ବୁଷ୍ଟର ଡୋଜ୍‌

0
424
covid-booster-dose to-18-plus from-tomorrow

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର ୩ଟି ସପିଂ ମଲ୍‌ରେ ଦିଆଯିବ କୋଭିଡ୍‌ ବୁଷ୍ଟର ଡୋଜ୍‌ । ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ୍‌, ପାତ୍ରପଡ଼ା ସ୍ଥିତ ଡିଏନ୍‌ ରେଗାଲିଆ ମଲ୍‌ ଏବଂ ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲ୍‌ରେ ଦିଆଯିବ ବୁଷ୍ଟର ଡୋଜ୍‌ ।

ସକାଳ ୧୦ଟାରୁ ଦିନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ । ବୁଷ୍ଟର ଡୋଜ୍‌ ନେବା

Also Read  Nalco posts 18% growth in Bauxite production against world average of 2.72%