ନିଜ ରିଭଲଭରରୁ ଗୁଳି ଫୁଟି ଗାଙ୍ଗପୁର ଥାନା IIC ଙ୍କ ମୃତ୍ୟୁ

0
430
Police Inspector Injured In Firing From His Own Service Revolver

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଗାଙ୍ଗପୁର ଥାନାରେ ଅଘଟଣ । ଗୁଳି ଫୁଟି ଗାଙ୍ଗପୁର ଥାନା IIC ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗାଙ୍ଗପୁର ଥାନା IIC ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି । ଆସିକା ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । IIC ଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପିଙ୍କ ସୂଚନା । ତେବେ କେଉଁଠି ଓ କେମିତି ଗୁଳି ଫୁଟିଲା ତାହାର କାରଣ ଏବେବି ଅସ୍ପଷ୍ଟ ରହିଛି ।

Also Read  ଦ୍ବିତୀୟ ବାର ବିଷାକ୍ତ ସର୍ପାଘାତ ସତ୍ତ୍ବେ ବଞ୍ଚିଗଲେ କେରଳର ‘ସ୍ନେକ୍‌ ମାଷ୍ଟର୍‌’ ବାବା ସୁରେଶ