ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଏକାଠି ଫ୍ୟାନ୍‌ରେ ଝୁଲିପଡିଲେ ଦମ୍ପତ୍ତି; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

0
301
mother and son-commits-suicide-by-hanging-on-tree

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଘର ଭିତରେ ଏକାଠି ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ-ସ୍ତ୍ରୀ । ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ବର ଲଷ୍ମୀସାଗର ଅଞ୍ଚଳରେ ଘଟିଛି ଏଭଳି ଅଭାବାନୀୟ ଘଟଣା। ସ୍କୁଲକୁ ପିଲା ପାଠ ପଢିବାକୁ ଯାଇଥିବା ବେଳେ ଫ୍ୟାନରେ ଝୁଲି ପଡିଲେ ସ୍ୱାମୀ- ସ୍ତ୍ରୀ । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ଲାଗି ସ୍ୱାମୀ-ସ୍ତ୍ରୀ ଏପରି ନିଷ୍ପତି ନେଇଥିବା ସନ୍ଦେହ କରାଯାଉଛି ।

Also Read  ଯୁକ୍ତ ଦୁଇ ନାମଲେଖା ପାଇଁ ଜୁଲାଇ ୨୦ରୁ ଆରମ୍ଭ ହେବ ଆବେଦନ