ଆଜି ପ୍ରକାଶ ପାଇବ ଆଇସିଏସଆଇ ଦଶମ ପରୀକ୍ଷା ଫଳ

0
7237
plus-two-arts-and-vocational-exam-results declared

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ- ଆଇସିଏସଇ ମାଟ୍ରିକ ପରୀକ୍ଷା ଫଳ । ଆଜି ସନ୍ଧ୍ୟା ୫ଟାରେ ଆଇସିଏସଇ ୱେବସାଇଟରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । କାଉନସିଲର ୱେବ୍ସାଇଟରୁ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ପୂର୍ବରୁ ଓଡିଶା ବୋର୍ଡ ଅଧିନରେ ଥିବା ହାଇସ୍କୁଲ ରେଜଲ୍ଟ ପ୍ରକାଶ ପାଇସାରିଛି।

Also Read  କାଶୀପୁର ପରେ ନୂଆପଡ଼ାରେ ଡାଇରିଆ ଆତଙ୍କ: ଜଣେ ମୃତ, ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ