ସାବିତ୍ରୀରେ ଗୁରୁଙ୍କ ପାଇଁ କିନ୍ନର ପାଳିଲେ ବ୍ରତ

0
161

ଭୁବନେଶ୍ୱର : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ପ୍ରତିବର୍ଷ କିନ୍ନରମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରନ୍ତି । ନିଜ ଗୁରୁଙ୍କ ପାଇଁ ଉତ୍ସର୍ଗୀକୃତ ଏହି ବ୍ରତରେ ସେମାନେ ମଧ୍ୟ ଆବଶ୍ୟକ ବିଧିବିଧାନ ଓ ପରମ୍ପରା ବଜାୟ ରଖନ୍ତି । ଏବର୍ଷ ଓଡ଼ିଶା କିନ୍ନର ଆଖଡା ତରଫରୁ ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀ ଫ୍ଲାଇଓଭରବ୍ରିଜ୍‌ ନିକଟରେ ସ୍ୱତନ୍ତ୍ର ସାବିତ୍ରୀ ବ୍ରତ ଯଥାରୀତି ପାଳିତ କରିଛନ୍ତି। । ଏଥିରେ ଗୁରୁ ପୂଜନଠାରୁ ଆରମ୍ଭ କରି ବୃକ୍ଷ ପୂଜନ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ କରାଯାଇଥିବା କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର ମୀରା ପରିଡ଼ା କହିଛନ୍ତି ।

Also Read  ଶୋଇବାର ୩୦ ମିନିଟ ପୂର୍ବରୁ ଫୋନରୁ ଦୂରେଇ ରୁହନ୍ତୁ, ନଚେତ ହୋଇପାରେ ଏହିସବୁ ଅସୁବିଧା....

LEAVE A REPLY

Please enter your comment!
Please enter your name here