ଜୁଲାଇ ୪ ତାରିଖରୁ OJEE-2022 ଏଣ୍ଟ୍ରାନ୍ସ ପରୀକ୍ଷା

0
128

ଜୁଲାଇ ୪ ତାରିଖରୁ OJEE-2022 ପରୀକ୍ଷା । Odisha Joint Entrance Examination-2022 ଜୁଲାଇ ୮ ଯାଏ ଚାଲିବ । ଜୁଲାଇ ୫ ତାରିଖରେ MCA, MSC (Comp Sc.), M tech, M Pharm, ୬ ଜୁଲାଇରେ MBA ଓ ୮ ଜୁଲାଇରେ B. Pharm ପରୀକ୍ଷା ହେବ । ଜୁଲାଇ ୪, ୫ ଓ ୬ ତାରିଖରେ ପ୍ରତିଦିନ ତିନିଟି ସିଟିଂ ଓ ୮ରେ ୨ଟି ସିଟିଂରେ ପରୀକ୍ଷା ହେବ । ପ୍ରତ୍ୟେକ ସିଟିଂ ୨ ଘଣ୍ଟା ଲେଖାଏଁ ସମୟ ଅବଧି ରହିବ । ଜୁନ୍‌ ୨୭ ତାରିଖରୁ ଛାତ୍ରଛାତ୍ରୀମାନେ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ । ଏନେଇ ବିଜ୍ଞପ୍ତି ଜାରି କରାଯାଇଥିବା OJEE ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

Also Read  ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରମୁହାଁ, ଆଜି କେତେ ବଢ଼ିଲା ?

LEAVE A REPLY

Please enter your comment!
Please enter your name here