ପ୍ରକାଶ ପାଇଲା ଓଟିଇଟି-୨ ପରୀକ୍ଷା ଫଳ

0
385
otet-2-exam-results-released

ଭୁବନେଶ୍ୱର: ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ। ଓଟିଇଟି ୨୦୨୧(ଦ୍ୱିତୀୟ) ର ପରୀକ୍ଷା ଫଳ ପ୍ରକାଶିତ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀ ମାନେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ୱେବ ସାଇଟ ରୁ ରେଜଲ୍ଟ ଦେଖିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟିକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।

Also Read  ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ପ୍ରଚାର ମଙ୍ଗ ଧରିଲେ ବିଜେଡି ସୁପ୍ରିମୋଙ୍କ ସହ ୪୦ ନେତା