ବାବା ବଳିଆ ଏବଂ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ

0
286
padmsree-award-to-baba-balia-and-syamamani-devi

ଭୁବନେଶ୍ୱର: ଓଡ଼ିଆଙ୍କ ନମସ୍ୟ ପ୍ରତିଭାଙ୍କୁ ମିଳିଲା ପଦ୍ମସମ୍ମାନ । ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ଓ ଶ୍ରୀମଦ୍ ବାବା ବଳିଆଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ବିଶିଷ୍ଟ ପ୍ରତିଭାଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ବାଲ୍ୟକାଳରୁ ସଙ୍ଗୀତ ପ୍ରତି ରହିଥିଲା ତାଙ୍କର ଅହେତୁକ ଦୁର୍ବଳତା । ସଂଗ୍ରାମ କରି ସେ ଜୀବନକୁ ଅଧିକ ସାରସ୍ୱତ କରିବା ସହ ଅଦମ୍ୟ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ସେହିପରି ସମାଜସେବାକୁ ନିଜର ବ୍ରତ କରିଛନ୍ତି ଶ୍ରୀମଦ୍ ବାବା ବଳିଆ । ଆଧ୍ୟାତ୍ମିକ ଚେତନା ସାଙ୍ଗକୁ ସମାଜର ହିତରେ ନିଜକୁ ନିୟୋଜିତ କରିଥିବା ବାବ ବଳିଆଙ୍କୁ ବି ମିଳିଛି ପଦ୍ମଶ୍ରୀ ।

Also Read  ସାଟେଲାଇଟ୍ ସର୍ଭେ ଯୋଗୁ ୨୬ ହଜାର ଭୂତ ଚାଷୀ ଧରାପଡ଼ିଛନ୍ତି

LEAVE A REPLY

Please enter your comment!
Please enter your name here