ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

0
308
22 AIIMS Approved With 19 AIIMS Having Undergraduate Courses
22 AIIMS Approved With 19 AIIMS Having Undergraduate Courses

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟସଭାରୁ ସୁବାସ ସିଂଙ୍କ ଇସ୍ତଫା ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ୩ ଜୁନ୍‌ରେ ନାମାଙ୍କନପତ୍ର ଯାଞ୍ଚ ଓ ୬ ଜୁନ୍‌ ସୁଦ୍ଧା ପ୍ରତ୍ୟାହାର । ଆବଶ୍ୟକ ପଡ଼ିଲେ ୧୩ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ଏଯାଏ ୫ ସେଟ୍ ନାମାଙ୍କନ ନିଆଯାଇଥିବା ଜଣାପଡିଛି ।

Also Read  ଗଞ୍ଜାମ ଧରାକୋଟ ବାଖରକଟା ଗାଁରେ ପଣା ପିଇ ୨ ମୃତ, ହଇଜାରେ ୫୦ରୁ ଅଧିକ ଆକ୍ରାନ୍ତ

LEAVE A REPLY

Please enter your comment!
Please enter your name here