ରାଜଧାନୀରେ ମାତିଲେ ATM ଲୁଟେରା: ଏଟିଏମ୍‌କୁ ଘୋଷାଡି଼ ଘୋଷାଡି଼ ନେଇଗଲେ ଦୁର୍ବୃତ୍ତ

0
393
SBI ATM loot in Bhubaneswar

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା । ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା SBI ଏଟିଏମକୁ ଲୁଟିନେଇଛନ୍ତି । ସୋମବାର ବିଳମ୍ୱିତ ରାତ୍ରିରେ ଘଟିଛି ଘଟଣା । ଟଙ୍କା ନ ବହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇଛନ୍ତି ଦୁର୍ବୃତ୍ତ । ଏହାପରେ ATMକୁ ଟେକି ନେଇଯାଇଥିବା ସୂଚନା ମିଳିଛି । ସେପଟେ ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read  ମହାରାଷ୍ଟ୍ରରେ ରାଜନୈତକ ସଙ୍କଟ ବେଳେ କୋଭିଡ୍‌ ପଜିଟିଭ୍‌ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ରାଜ୍ୟପାଳ କୋଶ୍ୟାରୀ