ରାଜଧାନୀରେ ମାତିଲେ ATM ଲୁଟେରା: ଏଟିଏମ୍‌କୁ ଘୋଷାଡି଼ ଘୋଷାଡି଼ ନେଇଗଲେ ଦୁର୍ବୃତ୍ତ

0
419
SBI ATM loot in Bhubaneswar

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା । ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା SBI ଏଟିଏମକୁ ଲୁଟିନେଇଛନ୍ତି । ସୋମବାର ବିଳମ୍ୱିତ ରାତ୍ରିରେ ଘଟିଛି ଘଟଣା । ଟଙ୍କା ନ ବହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇଛନ୍ତି ଦୁର୍ବୃତ୍ତ । ଏହାପରେ ATMକୁ ଟେକି ନେଇଯାଇଥିବା ସୂଚନା ମିଳିଛି । ସେପଟେ ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read  ଅଣସର ଘରେ ଚାଲିଛି ଗୁପ୍ତ ସେବା; ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଉପଚାର ପାଇଁ ଆଜି ଲାଗି ହେବ ଫୁଲୁରୀ ତେଲ