ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ

0
482

ପୂର୍ବତନ ଚମ୍ପୁଆ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଭୁବନେଶ୍ବର ଓ ଯୋଡ଼ା ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୪ଟି ସ୍ଥାନରେ ଏହି ଚଢାଉ ଜାରି ରହିଥିବା ଜଣାପଡିଛି। ଅର୍ଥ ଠକେଇ ମାମଲାରେ ଯୋଡାର ଦୁଇଟି ସ୍ଥାନ ଓ ଭୁବନେଶ୍ୱରର ୨ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି।

Also Read  ବିଳମ୍ୱରେ ଓଡିଶା ଆସିବ ମୌସୁମୀ, ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ