କମିଶନରେଟ ପୋଲିସ୍ ହାତରେ ୩ କୁଖ୍ୟାତ ସୁପାରୀ କିଲର

0
177

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ୩ କୁଖ୍ୟାତ ସୁପାରୀ କିଲର। କେନ୍ଦ୍ରାପଡ଼ାର ୩ ଅଭିଯୁକ୍ତଙ୍କୁ ଧରିଲା ଜଟଣୀ ପୋଲିସ୍। ଅଭିଯୁକ୍ତଙ୍କ ପାଖରୁ ୨ ଟି ବନ୍ଧୁକ ଜବତ ହୋଇଥିବା ସୂଚନା ।

୩ ଅଭିଯୁକ୍ତ ନାଁରେ କମିଶନରେଟ ପୋଲିସର ବିଭନ୍ନ ଥାନାରେ ଏକାଧିକ ମାମଲା ରହିଛି । ତେବେ ଯାହା ଖବର ମିଳିଛି ଗତକାଲି ନାଇଟ୍ ପାଟ୍ରୋଲିଂ ସମୟରେ ୩ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ୍।

Also Read  ପୁଷ୍ପା ଷ୍ଟାଇଲରେ କଣ୍ଟେନରରେ ଚାଲାଣ ହେଉଥିଲା ମଦ

LEAVE A REPLY

Please enter your comment!
Please enter your name here