କମିଶନରେଟ ପୋଲିସ୍ ହାତରେ ୩ କୁଖ୍ୟାତ ସୁପାରୀ କିଲର

0
331

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ୩ କୁଖ୍ୟାତ ସୁପାରୀ କିଲର। କେନ୍ଦ୍ରାପଡ଼ାର ୩ ଅଭିଯୁକ୍ତଙ୍କୁ ଧରିଲା ଜଟଣୀ ପୋଲିସ୍। ଅଭିଯୁକ୍ତଙ୍କ ପାଖରୁ ୨ ଟି ବନ୍ଧୁକ ଜବତ ହୋଇଥିବା ସୂଚନା ।

୩ ଅଭିଯୁକ୍ତ ନାଁରେ କମିଶନରେଟ ପୋଲିସର ବିଭନ୍ନ ଥାନାରେ ଏକାଧିକ ମାମଲା ରହିଛି । ତେବେ ଯାହା ଖବର ମିଳିଛି ଗତକାଲି ନାଇଟ୍ ପାଟ୍ରୋଲିଂ ସମୟରେ ୩ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ୍।

Also Read  ଦୃଶ୍ୟମାନ ହେଲା ବାତ୍ୟା 'ଅସାନି'ର ଆଖି; ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କି.ମି ଦୂରରେ ବାତ୍ୟା