କ୍ୟାଟ୍ରିନା କାୖଫ ଏବଂ ବିକି କୌଶଲ ଙ୍କ ବିବାହ ରାଜସ୍ଥାନ ର ଫୋର୍ଟ ବାରୱାରା ରେ ହେବ: ପ୍ରସ୍ତୁତି ଜୋରଦାର

0
57

ଡିସେମ୍ବର ୩

ରାଜସ୍ଥାନରେ ଡିସେମ୍ବର ୯ ରେ ହେବାକୁ ଥିବା ଫିଲ୍ମ ତାରକା କ୍ୟାଟ୍ରିନା କାୖଫ ଏବଂ ବିକି କୌଶଲ ଙ୍କ ବିବାହରେ ମୋଟ 120 ବଲିଉଡ ଏବଂ ଅନ୍ୟ ସେଲିବ୍ରିଟି ଯୋଗଦେବେ I
ସବୁ ଅତିଥି କୋଭିଡ ଅନୁସରଣ କରିବେ ଏବଂ ସଂପୂର୍ଣ୍ଣ ଟୀକାକୃତ ଅତିଥିମାନେ ହିଁ ଏହି ବାହାଘର ଉତ୍ସବ ରେ ଯୋଗ ଦେଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି I
ବାହାଘର ର ଅନ୍ୟାନ୍ୟ ଇଭେଣ୍ଟଗୁଡିକ ଡିସେମ୍ବର 7 ରୁ ଡିସେମ୍ବର 10 ମଧ୍ୟରେ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା କରାଯାଇଛି I

ରାଜସ୍ଥାନ ର ଫୋର୍ଟ ବାରୱାରା ରେ ଏହି ବାହାଘର ହେବ I ଏହି ଫୋର୍ଟ କୁ ଗୋଟିଏ Heritage ହୋଟେଲରେ ପରିଣତ କରାଯାଇଛି I ଏହି ସ୍ଥାନ ଟି ଜୟପୁର ଠାରୁ ପ୍ରାୟ 174 କିଲୋମିଟର ଦୂରରେ ଅବସ୍ଥିତ |

ସାୱାଇ ମାଧୋପୁର ଜିଲ୍ଲା Ranthambore National Tiger Reserve ପାଇଁ ପ୍ରସିଦ୍ଧ I ରିପୋର୍ଟ ଅନୁଯାୟୀ ଅତିଥିମାନଙ୍କୁ ଏକ ଟାଇଗର ସଫାରି ବୁଲାଇ ନିଆଯିବାର ସମ୍ଭାବନା ରହିଛି |

LEAVE A REPLY

Please enter your comment!
Please enter your name here