ଛୁଆକୁ ମାରି ଝୁଲିପଡ଼ିଲେ ବାପା ମା’ !

0
225
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ୧୫ ମାସର ଶିଶୁକୁ ହତ୍ୟା ପରେ ବାପା ମା’ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ଏକ ବନ୍ଦ ଘରୁ ଗୋଟିଏ ପରିବାରର ୩ଜଣଙ୍କ ଝୁଲନ୍ତା​‌ ମୃତଦେହ ଉଦ୍ଧାର କରିଛି ପୁଲିସ । ପ୍ରଥମେ ଶିଶୁକୁ ହତ୍ୟା କରିବା ପରେ ଉଭୟ ଦମ୍ପତି ଝୁଲିପଡ଼ିଥିବା ଅନୁମାନ କରାଯାଉଛି । ତେବେ ମୃତ ଦମ୍ପତିଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ସୂଚନା ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Also Read  ଭାରତର ସାଂସଦଙ୍କୁ ଚୀନା ଦୂତାବାସର ରାଜନୈତିକ ପରାମର୍ଶଦାତା କେଉଁ ସାହସରେ ଚିଠି ଲେଖିଲେ : ସୁଜିତ୍‌ କୁମାର

LEAVE A REPLY

Please enter your comment!
Please enter your name here