ଭୁବନେଶ୍ୱର ରୁ ବାଙ୍ଗାଲୁରୁ ଚାଲିବ ଆକାସା ବିମାନ

0
169
ଭୁବନେଶ୍ୱର ରୁ ବାଙ୍ଗାଲୁରୁ ଚାଲିବ ଆକାସା ବିମାନ
ଭୁବନେଶ୍ୱର ରୁ ବାଙ୍ଗାଲୁରୁ ଚାଲିବ ଆକାସା ବିମାନ

ମାର୍ଚ୍ଚ ୫
ଭୁବନେଶ୍ୱର

ଖୁସିର କଥା, ଆକାସା ବିମାନ ଏପ୍ରିଲ ୧୭ ରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଏବଂ ପୁନେ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବ। ସ୍ୱଳ୍ପ ମୂଲ୍ୟରେ ବିମାନ ସେବା ଯୋଗାଇଦେଉଥିବା ଏହି ସଂସ୍ଥା ବିମାନ ଅବତରଣ ଓ ପ୍ରସ୍ଥାନ ର କାର୍ଯ୍ୟସୂଚୀ ଜାରିକରିଛି I

କାର୍ଯ୍ୟସୂଚୀ ଅନୁଯାୟୀ, QP1381 ବିମାନ ବେଙ୍ଗାଲୁରୁରୁ ସକାଳ ୫.୪୦ ରେ ବାହାରି ସକାଳ ୭.୫୦ ରେ ଭୁବନେଶ୍ୱରରେ ପହଞ୍ଚିବ | ଭୁବନେଶ୍ୱରରୁ QP1382 ବିମାନ ସକାଳ ୮.୪୦ ରେ ପୁନେ ଅଭିମୁଖେ ବାହାରି ୧୦.୫୦ ରେ ପୁନେ ରେ ପହଞ୍ଚିବ |

ବିମାନ QP1383 ସକାଳ ୧୧.୨୫ ରେ ପୁଣେ ଛାଡି ଅପରାହ୍ନ ୧.୩୦ ରେ ଭୁବନେଶ୍ୱରରେ ପହଞ୍ଚିବ | QP1384 ବିମାନ ଭୁବନେଶ୍ୱରରୁ ଅପରାହ୍ନ ୨.୦୫ ରେ ବାହାରି ଅପରାହ୍ନ ୪.୨୦ ରେ ବେଙ୍ଗାଲୁରୁରେ ପହଞ୍ଚିବ |

Also Read  First International Flight from Dubal arrives in Bhubaneswar Airport during lockdown

LEAVE A REPLY

Please enter your comment!
Please enter your name here