ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅବନୀକାନ୍ତ ପଟ୍ଟନାୟକ

0
402

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅବନୀକାନ୍ତ ପଟ୍ଟନାୟକ । ବରିଷ୍ଠ ପ୍ରଶାସନିକ ଅଧିକାରୀ ହେଉଛନ୍ତି ଅବନୀକାନ୍ତ ପଟ୍ଟନାୟକ । ସେ ତାଙ୍କ ଇସ୍ତଫା ପତ୍ର ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଦୀର୍ଘ ବର୍ଷ ଧରି ସେ ଲିଙ୍ଗରାଜ ମନ୍ଦିରର ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ଥିଲେ । ତାଙ୍କ ଇସ୍ତଫାର କାରଣ ସ୍ପଷ୍ଟ ହୋଇନାହିଁ।

Also Read  ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

LEAVE A REPLY

Please enter your comment!
Please enter your name here