ଖରାପ ପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

0
1220
ଖରାପ ପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଖରାପ ପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର: ଅଗଷ୍ଟ ୨୪: ପ୍ରବଳ ପବନ ଏବଂ ଖରାପ ପାଗ ଯୋଗୁଁ ପୁଣେରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ସମୁଦାୟ ଚାରି ଜଣ ଲୋକ ଥିଲେ।
ଏହି ହେଲିକପ୍ଟର, AW 139, ମୁମ୍ବାଇର ଜୁହୁ ରୁ ବାହାରି ହାଇଦ୍ରାବାଦ ଯାଉଥିଲା ଏବଂ ଗୋଟିଏ ପାହାଡିଆ ଅଞ୍ଚଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା |
ପ୍ରାଥମିକ ବିବରଣୀ ଅନୁଯାୟୀ କୌଣସି କ୍ଷୟକ୍ଷତି ହୋଇନାହିଁ। ଜଣେ କ୍ୟାପଟେନ ଆହତ ହୋଇ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତି ହେଇଛନ୍ତି I ଚପରଟି ଗ୍ଲୋବାଲ୍ ଭେକ୍ଟ୍ରା ହେଲିକର୍ପ ଦ୍ୱାରା ପରିଚାଳିତ ହେଉଥିଲା |

Also Read  Road mishap: Actor Amlan Das sustains injuries